ଅଙ୍ଗନବାଡି କେନ୍ଦ୍ରରୁ ସୋଲାର ଓ ଫେନ ଚୋରି,
ଅଙ୍ଗନବାଡି କେନ୍ଦ୍ରରୁ ସୋଲାର ଓ ଫେନ ଚୋରି,
ଲାଞ୍ଜିଗଡ ଶୁଭମ ବାର୍ତ୍ତା(ଅଜିତ ମାଝୀ):- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଂଚାୟତ ଅନ୍ତର୍ଗତ ଉଲିଗୁଞ୍ଜେର ଅଙ୍ଗନବାଡି କେନ୍ଦ୍ରରୁ ଶନିବାର ରାତ୍ର ସମୟରେ ଦୁର୍ବୁତ୍ତ ମାନେ ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଇନଭେଟର,ସୋଲାର, ଫେନ, ସାଉଣ୍ଡ ବକ୍ସ,ଚୋରି କରି ନେଇଥିବା ସୂଚନା ମିଳିଛି,
What's Your Reaction?